୪ ଜିଲ୍ଲା ଓ ଗୋଟିଏ ମହାନଗରରେ ୧୪ ଦିନିଆ ଲକ୍‌ଡାଉନ : ସରକାର ନେଲେ ବଡ ପଦକ୍ଷେପ

ନିୟମ କଡାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ବହୁଳ ସକ୍ରିୟ ସଂକ୍ରମିତ ଥିବା ୪ଟି ଜିଲ୍ଲା ଓ ଗୋଟିଏ ମହାନଗର ନିଗମରେ ଲାଗୁ ହେବ ୧୪ ଦିନିଆ ଲକ୍‌ଡାଉନ। ଏହି ଜିଲ୍ଲାଗୁଡ଼ିକ ହେଲା- ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର। ତା ସହିତ ରାଉରକେଲା ମହାନଗର ନିଗମ ଉପରେ ବି ଲକ୍‌ଡାଉନ୍‌ କଟକଣା ଲଗାଇଛନ୍ତି ସରକାର। ଆଜି ରାତି … Continue reading ୪ ଜିଲ୍ଲା ଓ ଗୋଟିଏ ମହାନଗରରେ ୧୪ ଦିନିଆ ଲକ୍‌ଡାଉନ : ସରକାର ନେଲେ ବଡ ପଦକ୍ଷେପ